Advertisment

ମିଳିଲାନି ଟିକେଟ୍, କାନ୍ଦିଲେ ବିଜେଡି ନେତା

ରେମୁଣା ଆସନରୁ ବିଜେଡି ବିଦ୍ୟାସ୍ମିତା ମହାଳିକଙ୍କୁ ପ୍ରାର୍ଥୀ କରିବା ପରେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚନ୍ଦନ ମାଲିକ।

Advertisment

ଟିକେଟ୍ ନମିଳିବାରୁ ଭୋ ଭୋ ହେଇ କାନ୍ଦିଲେ ବିଜେଡି ନେତା। ବାଲେଶ୍ୱର ରେମୁଣାରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଚନ୍ଦନ ମାଲିକ। ତେବେ ରେମୁଣା ଆସନରୁ ବିଜେଡି ବିଦ୍ୟାସ୍ମିତା ମହାଳିକଙ୍କୁ ପ୍ରାର୍ଥୀ କରିବା ପରେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚନ୍ଦନ ମାଲିକ। ସେ ଗଣମାଧ୍ୟମ ସମ୍ମୁଖରେ ସମର୍ଥକଙ୍କୁ ସମ୍ବୋଧନ କଲା ବେଳେ କାନ୍ଦି କାନ୍ଦି ନିଜ କ୍ଷୋଭ ପ୍ରକାଶ କରିଛନ୍ତି।

Advertisment
BjD Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe