Advertisment

ବିଜେଡି ଦି’ ଫାଳ!

ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ପୁଣି ଥରେ ସତ୍ତା ନିଜ ସପକ୍ଷରେ ଆଣିବାକୁ ବିଜେଡି ଆରମ୍ଭ କରିଛି ରଣନୀତି। ହେଲେ ଏହାରି ମଧ୍ୟରେ କେନ୍ଦୁଝର ତେଲକୋଇ ବିଜେଡି କେତେ ସୁଦୃଢ ତାହା ପଦାରେ ପଡ଼ିଛି। ତେଲକୋଇରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ଆଉ ଏହି ସଭାରୁ ହିଁ ପଦାରେ ପଡିଛି ବିଜୁ ଜନତା ଦଳର ଭିତିରି କନ୍ଦଳ।

author-image
Debendra Prusty

BjD Odisha Odisha Politics