କହୁ କହୁ ଅକୁହା କଥା କହିଲେ ବିଜେଡି ନେତା; ଅଡିଓ ଭାଇରାଲ୍‌

ବିଜେଡିର ପରାଜୟ ପରେ ଭୁବନେଶ୍ୱରର ଶଙ୍ଖ ଭବନରେ ବସିଥିଲା ଦଳୀୟ ବୈଠକ। ଏଥିରେ ନିଜ ପରାଜୟକୁ ନେଇ ସମୀକ୍ଷା କରିଥିଲେ ରାଜେନ୍ଦ୍ର ସାହୁ।

BJD PhotoOR

ବିଜେଡି ନେତା ରାଜେନ୍ଦ୍ର ସାହୁ

Manoranjan Sial
  • Published: Friday, 04 October 2024
  • Updated: 04 October 2024, 06:58 PM IST

ଖୋର୍ଦ୍ଧା ମାଟି ହେଉଛି ବୀରଙ୍କ ମାଟି। ଏ ମାଟି କେତେ ରକ୍ତ ରଞ୍ଜିତ ହୋଇଛି, ତାହାର ହିସାବ କାହା ପାଖରେ ନାହିଁ। ହେଲେ ରାଜନୀତିରେ ଅନ୍ଧ ହୋଇ ନିଜକୁ ପାଇକ ପୁଅ ବୋଲି କହୁଥିବା ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ ଆତି ତଳସ୍ତରକୁ ଖସି ଯାଇଛନ୍ତି। ଆଉ ଖୋର୍ଦ୍ଧାବାସୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଲୋକଙ୍କୁ ବିଶ୍ୱସ କରିହେବନି। ଯାହାକୁ ବିଶ୍ୱାସ କରୁଥିବ, ଯାହାକୁ ସାଙ୍ଗରେ ଧରି ବୁଲୁଥିବ ସିଏ ତୁମ ପଛ ପଟେ ଛୁରା ମାରିବ ବୋଲି ଖୋଲା ମଞ୍ଚରେ କହିଛନ୍ତି ରାଜେନ୍ଦ୍ର ସାହୁ। ଯାହାର ଅଡିଓ ଭାଇରାଲ୍‌ ହୋଇଛି।

ବିଜେଡିର ପରାଜୟ ପରେ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିଲା ଦଳୀୟ ବୈଠକ। ଏଥିରେ ନିଜ ପରାଜୟକୁ ନେଇ ସମୀକ୍ଷା କରିଥିଲେ ରାଜେନ୍ଦ୍ର ସାହୁ। ବିଜେଡିର କାର୍ଯ୍ୟ ଧାରାକୁ ସମାଲୋଚନା କରିବାକୁ ଯାଇ ଖୋର୍ଦ୍ଧା ବାସୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଗାଳି ଗୁଳଜ କରିଥିଲେ।

Also Read

ଭାଇରାଲ୍‌ ହେଉଥିବା ଅଡିଓରେ ଶୁଣିବାକୁ ମିଳୁଛି, ...... ବିଜେଡି କାହାର ପୈତୃକ ସମ୍ପତ୍ତି ଏଠି। ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ କୌଣସି ବିଶୃଙ୍ଖଳିତ କାର୍ଯ୍ୟକ୍ରମ କରାଯାଇ ନାହିଁ। ... କଷ୍ଟର ସୀମା ନାହିଁ ଭାଇମାନେ। ବଡ଼ବଡ଼ିଆ ଲୋକ ଅଛନ୍ତି, ତାଙ୍କ ପାଖରେ କୋଟି କୋଟି ଟଙ୍କା ଅଛି, ସେମାନେ କିଛି ନଶିଖି ନେତା ହୋଇଯାଉଛନ୍ତି ବୋଲି ଅଡିଓରେ ଶୁଣିବାକୁ ମିଳିଛି।

ଅଡିଓ ଆହୁରି କୁହାଯାଇଛି, ମାନସ କିଏ କହିଲେ? ଖାଣ୍ଟି ବେପାରୀ ଘରର ଛୁଆ ସିଏ। ବେପାର ଛାଡ଼ି ପିଲାଟି ବେଳୁ ସାଙ୍ଗଠନିକ ରାଜନୀତିରୁ ଆସିଛି। ୨୭ ବର୍ଷର ଜୀବନରେ ଗୋଟିଏ ନିର୍ବାଚିତ ଜୀବନରେ ବ୍ରେକ୍‌ ଲାଗିଛି।.... ସେଥିପାଇଁ ଏ ହୃଦୟର କଥା ଆପଣମାନଙ୍କୁ କହିଛି। କାହାକୁ କଷ୍ଟ ଦେବା ପାଇଁ କହିନାହିଁ କି ରାଜେନ୍ଦ୍ର ସାହୁ ବାହାଦୁରି ମାରୁନି। ମୋ ନାଁ ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବ ବୋଲି ଭାବି କହିନାହିଁ। ... ଯଦି କାର୍ଯ୍ୟକ୍ରମ କରାଯିବ ଖୋର୍ଦ୍ଧା ଜିଲ୍ଲା ପରି .... ଜାଗାରେ, ଏଠି ଯାହାକୁ ବିଶ୍ୱାସ କରୁଥିବ ସିଏ କେତେବେଳେ ଛୁରା ମାରିବ, ତାହାର କିଛି ଠିକ୍‌ ଠିକଣା ନାହିଁ। ଯିଏ ସାଙ୍ଗରେ ବୁଲୁଥିବ, ସିଏ ପଛ ପାର୍ଶ୍ୱରୁ କେତେବେଳେ ଛୁରୀ ମାରିଦେବ। ଏହି ମାଟିକୁ ସେଇଥିପାଇଁ ..... ଆଖ୍ୟା ଦିଆଯାଇଛି। ମୋର ଅନୁରୋଧ ଏକଥା କହିବେ ଆଜ୍ଞା। ଯଦି ନକହିବେ, ଘରୁ ବାହାରିବି ନାହିଁ। ରାଜେନ୍ଦ୍ର ସାହୁ ଏହା କହିଲେ ବୋଲି ମୋର ମୁଖ୍ୟମନ୍ତ୍ରୀଙ୍କୁ ଡାଇରେକ୍ଟ କହିବେ। ତା’ପରେ ମୁଁ ଘରୁ ବାହାରି ଓ ଯେମିତି କାମ କରିବା କଥା କରିବି। କିନ୍ତୁ ଭଲରେ କଥାଟା ଟିକେ ତୁଟେଇ ଦିଅନ୍ତୁ। ମୋର ଇଚ୍ଛା ଏ କଥା ତୁଟିଗଲେ କାମ କରିବା ପାଇଁ ଭଲ ଲାଗିବ...। ଏମିତି କେତେକଣ ଭାଇରାଲ୍‌ ହେଉଥିବା ଅଡିଓରେ ଶୁଣିବାକୁ ମିଳିଛି।

ଅଡିଓ ଭାଇରାଲ୍‌ ପରେ ମୁହଁ ଖୋଲିଛନ୍ତି ରାଜେନ୍ଦ୍ର ସାହୁ। ସେ କହିଛନ୍ତି, ନିର୍ବାଚନ ହାରିବା ପରେ ମନରେ ଅନେକ କ୍ଷୋଭ ଥିଲା। ଶଙ୍ଖ ଭବନରେ ଦଳୀୟ ନେତୃତ୍ୱଙ୍କ ଆଗରେ ଅସନ୍ତୋଷ ଜାହିର କଲାବେଳେ ଏଭଳି ଅନାକ କଥା କହିଥିଲି। ଯାହା ଭାଇରାଲ୍‌ ହେଉଛି, ତାହା ସମ୍ପୂର୍ଣ୍ଣ ସତ। ଅନ୍ୟମାନେ କିଏ ମନା କରିଦେବେ। କିନ୍ତୁ ମୁଁ ମନା କରିବାର ପ୍ରଶ୍ନ ନାହିଁ। କାରଣ ମୁଁ ନିଜକୁ ଜଣେ ପାଇକ ପୁଅ ବୋଲି କହୁଛି, ସେତେବେଳେ ଭୁଲ୍‌ କଥା କହିବାର ନାହିଁ। ତେବେ ଘର ଭିତରେ ଆମ କଥା ଆମ ଭିତରେ ରହିବା କଥା। କିନ୍ତୁ ମୋର କେହି ବିରୋଧୀ ଏହାକୁ ଉଦ୍ଦେଶ୍ୟ ମୂଳକ ଭାବେ ରେକଡିଂ କରି ଭାଇରଲ କରୁଛି ବୋଲି ରାଜେନ୍ଦ୍ର କହିଛନ୍ତି।

ସେପଟେ ଖୋର୍ଦ୍ଧା ମାଟିକୁ ..... ମାଟି କହିବା ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି। କଂଗ୍ରେସ ଏହାକୁ ତୀବ୍ର ନିନ୍ଦା କରିଥିବା ବେଳେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story