Advertisment

ସଚ୍ଚୋଟ ସୁଧାଂଶୁ ?

ରେମୁଣା ବିଧାୟକ କହିଛନ୍ତି ମୁଁ ଗରୀବ ଘରର ପିଲା, ସ୍କାମ୍ କଣ ଜାଣିନାହିଁ, କେତେଟଙ୍କା କେଉଁଠି ରଖିଛି ତଦନ୍ତ କର ।

author-image
Manoj Swain

ନବୀନ କହିଲେ ସୁଧାଂଶୁ ପରିଡ଼ା ସ୍କାମ୍ କରି ୩ କୋଟିରୁ ଅଧିକ ଟଙ୍କା ଠକିଛନ୍ତି । ଜନତାଙ୍କ ପଇସା ଖାଇଛନ୍ତି, ଜନବିରୋଧି କହି ଦଳରୁ ବିଦା କଲେ। ଅନ୍ୟପଟେ ରେମୁଣା ବିଧାୟକ କହିଛନ୍ତି ମୁଁ ଗରୀବ ଘରର ପିଲା । କହିଲେ ସ୍କାମ୍ କଣ ଜାଣିନାହିଁ, କେତେଟଙ୍କା କେଉଁଠି ରଖିଛି ତଦନ୍ତ କର ।

Advertisment
Odisha BjD Balasore