କେତେବେଳେ କହିବେ ସୌମ୍ୟ ?

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ।

Manoj Swain
  • Published: Friday, 22 September 2023
  • Updated: 22 September 2023, 07:52 PM IST

Sports

Latest News

୨୪ ଘଣ୍ଟାରୁ ଅଧିକ ସମୟ ହେଲେ ଏ ଯାଏଁ ଚୁପ୍ ସୌମ୍ୟ । ଜନ ବିରୋଧୀ କହି,ଦଳରୁ ବାହାର କରିଦେଲେ ସୁପ୍ରିମୋ ନବୀନ । ନବୀନଙ୍କ ପ୍ରତିକ୍ରିୟା ପରେ ଅନେକ ନେତା ମଧ୍ୟ କହି ସାରିଲେଣି । ଅପେକ୍ଷା କେତେବେଳେ ଗଣମାଧ୍ୟମକୁ ଆସି କହିବେ ସୌମ୍ୟ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos