କେତେବେଳେ କହିବେ ସୌମ୍ୟ ? | Odisha Reporter
Advertisment
୨୪ ଘଣ୍ଟାରୁ ଅଧିକ ସମୟ ହେଲେ ଏ ଯାଏଁ ଚୁପ୍ ସୌମ୍ୟ । ଜନ ବିରୋଧୀ କହି,ଦଳରୁ ବାହାର କରିଦେଲେ ସୁପ୍ରିମୋ ନବୀନ । ନବୀନଙ୍କ ପ୍ରତିକ୍ରିୟା ପରେ ଅନେକ ନେତା ମଧ୍ୟ କହି ସାରିଲେଣି । ଅପେକ୍ଷା କେତେବେଳେ ଗଣମାଧ୍ୟମକୁ ଆସି କହିବେ ସୌମ୍ୟ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us