Advertisment

'ବିଜେପି କାହାକୁ ଅନୁରୋଧ କରିନାହିଁ ସମର୍ଥନ ପାଇଁ'

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

author-image
Manoj Swain

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେଡିର ସମର୍ଥନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେପି କାହାକୁ ଅନୁରୋଧ କରିନାହିଁ ସମର୍ଥନ ପାଇଁ। ବିଜେପିର ଅଧିକାର ଅଛି ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ।

Advertisment
Odisha Bjp Rajya Sabha Election