‘ସମର୍ଥନ ପାଇଁ ଆମେ କାହାକୁ ଅନୁରୋଧ କରିନୁ’ | Odisha Reporter
Advertisment
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେଡିର ସମର୍ଥନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେପି କାହାକୁ ଅନୁରୋଧ କରିନାହିଁ ସମର୍ଥନ ପାଇଁ। ବିଜେପିର ଅଧିକାର ଅଛି ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us