ଟଳମଳ ଧାମନଗର ବିଜେଡିର ବନ୍ଧ କେତେବେଳେ ଭାଙ୍ଗିବ କିଏ କହିବ ?| Odisha Reporter
Advertisment
ଚରମ ସୀମାରେ ଧାମନଗର ବିଜେଡିର ଗୋଷ୍ଠୀ କନ୍ଦଳ। ଧାମନଗର ବ୍ଲକର ଶତାଧିକ ବିଜେଡି କର୍ମୀ ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୋକଠୋକ କହିଥିଲେ, ବିଜେଡି କର୍ମୀଙ୍କୁ ଅଣଦେଖା କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ସମେତ ରାଜ୍ୟର ନେତୃତ୍ବଙ୍କୁ ସମର୍ଥନ ଜଣାଇଥିଲେ କିନ୍ତୁ ଧାମନଗର ବ୍ଲକର ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ଘୋର ବିରୋଧ କରିଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us