Advertisment

ବିଜେଡି ତଣ୍ଟିରେ ଲାଗିଛି ଟିକେଟ୍ କଣ୍ଟା !

ବିଜେଡିର ଚିନ୍ତା ବଢାଇଲା ଭୁବନେଶ୍ଵର ସଂସଦୀୟ କ୍ଷେତ୍ରର ୩ଟି ଆସନ।

author-image
Manoj Swain

ବିଜେଡି ମୁଣ୍ଡରେ ଝୁଲୁଛି ଭୁବନେଶ୍ବର ବିଧାନସଭା ଆସନ ଖଣ୍ଡା ! ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଚାରିଟି ଆସନ ପାଇଁ ଟିଟେକ୍ ଘୋଷଣା ସରିଥିବା ବେଳେ ବାକି ତିନଟି ଆସାନକୁ ନେଇ ଦ୍ବନ୍ଦ୍ବରେ ଶାସକ ଦଳ। ଏ ଚିତ୍ର ନବୀନ ନିବାସର। ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ବେଗୁନିଆ-ବୋଲଗଡ଼ରେ ଏବେ ଏକାଧିକ ଆଶାୟୀ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar BjD