Advertisment

ଅନନ୍ତଙ୍କୁ ଅମରେଶଙ୍କ ଚ୍ୟାଲେଞ୍ଜ !

ବିଏମସିର ୪୫ ନମ୍ବର ୱାର୍ଡର କର୍ପୋରେଟର ଥିବା ଅମରେଶ କେବଳ ଦଳୀୟ ଟିକେଟ୍ ଲବିରେ ନାହାଁନ୍ତି ବରଂ ଖୋଲାଖୋଲି ଭାବେ ବିଧାୟକ ଅନନ୍ତ ଜେନାଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Advertisment

ଫୁଲ ଦମରେ ଏବେ ମଧ୍ୟ ଭୁବନେଶ୍ବର ପାଇଁ ବିଜେଡି ଟିକେଟ୍ ଆଶାୟୀ ଥିବା ଅମରେଶ ଜେନା। ବିଏମସିର ୪୫ ନମ୍ବର ୱାର୍ଡର କର୍ପୋରେଟର ଥିବା ଅମରେଶ କେବଳ ଦଳୀୟ ଟିକେଟ୍ ଲବିରେ ନାହାଁନ୍ତି ବରଂ ଖୋଲାଖୋଲି ଭାବେ ବିଧାୟକ ଅନନ୍ତ ଜେନାଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe