Advertisment

ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ

ଗଞ୍ଜାମ ଜିଲ୍ଲା ଆସିକାରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ ।

author-image
Manoj Swain

ବିଜୁ ଜୟନ୍ତୀ ପାଳନ ବେଳେ ଶକ୍ତି ପ୍ରଦର୍ଶନ। ବିଜେଡିର ଦୁଇ ଗୋଷ୍ଠୀ ଅଲଗା ଅଲଗା କଲେ ଜୟନ୍ତୀ ପାଳନ। ଗଞ୍ଜାମ ଜିଲ୍ଲା ଆସିକାରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଗୋଟିଏ ପଟେ ବିଧାୟିକା ତାଙ୍କ ସମର୍ଥକଙ୍କୁ ନେଇ ଟାଉନ ହଲ୍ରେ ବୈଠକ କରିଥିଲେ। ଅନ୍ୟପଟେ ବିଧାୟିକାଙ୍କ ବିରୋଧୀ ବି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ । ତେବେ ବିଧାୟିକା ଗୋଷ୍ଠୀ ଅଞ୍ଚଳର ବିକାଶକୁ ନେଇ ବୈଠକ କରିଥିବା ବେଳେ ବିରୋଧୀ ସିଧାସଳଖ ଟାର୍ଗେଟ କରିଥିଲେ ବିଧାୟିକାଙ୍କୁ ।

Advertisment
Odisha BjD Ganjam