ବିଜୁ ଜୟନ୍ତୀରେ ଦୁଇ ଫାଳ | BJD Factions Clash During Biju Jayanti Celebrations | Odisha Reporter
Advertisment
ବିଜୁ ଜୟନ୍ତୀ ପାଳନ ବେଳେ ଶକ୍ତି ପ୍ରଦର୍ଶନ। ବିଜେଡିର ଦୁଇ ଗୋଷ୍ଠୀ ଅଲଗା ଅଲଗା କଲେ ଜୟନ୍ତୀ ପାଳନ। ଗଞ୍ଜାମ ଜିଲ୍ଲା ଆସିକାରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ଗୋଟିଏ ପଟେ ବିଧାୟିକା ତାଙ୍କ ସମର୍ଥକଙ୍କୁ ନେଇ ଟାଉନ ହଲ୍ରେ ବୈଠକ କରିଥିଲେ। ଅନ୍ୟପଟେ ବିଧାୟିକାଙ୍କ ବିରୋଧୀ ବି ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ । ତେବେ ବିଧାୟିକା ଗୋଷ୍ଠୀ ଅଞ୍ଚଳର ବିକାଶକୁ ନେଇ ବୈଠକ କରିଥିବା ବେଳେ ବିରୋଧୀ ସିଧାସଳଖ ଟାର୍ଗେଟ କରିଥିଲେ ବିଧାୟିକାଙ୍କୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us