Advertisment

ବୁଝିଗଲେ କି ଅଂଶୁମାନ?

ଅଂଶୁମାନଙ୍କ ସମର୍ଥକ ପୂରାପୁରି ନାଖୁସ ଅଛନ୍ତି।

Advertisment

ନବୀନ ଘୋଷଣା କଲେ ଅଂଶୁମାନ ହେବେ ବିଜେଡିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ । ଏହାପରେ ଆରମ୍ଭ ହେଲା ବିଜେଡିରେ ମହା ବିଦ୍ରୋହ। ଘୋଷଣା ଶୁଣି ପାରମ୍ପରିକ ପ୍ରତିଦ୍ବନ୍ଦୀ ଥିବା ଧ୍ରୁବଙ୍କ ଗୋଷ୍ଠୀ ପୂରା ଆନନ୍ଦିତ ହୋଇପଡ଼ିଲେ। ହେଲେ ଅଂଶୁମାନଙ୍କ ସମର୍ଥକ ପୂରାପୁରି ନାଖୁସ ଅଛନ୍ତି। ବୁଧବାର ଅଂଶୁମାନ ମହାନ୍ତିଙ୍କ ପାଇଁ ପଟ୍ଟାମୁଣ୍ଡେଇରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe