Advertisment

ବଦଳିଗଲା ସିଟ୍ କେତେ ଖୁସି ରୋହିତ ?

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ରେଢାଖୋଲ ଓ ସେଠାରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ପ୍ରାର୍ଥୀ କରିଛି ଦଳ।

Advertisment

ରେଢାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିଜେଡି ରେଢାଖୋଲରୁ ପ୍ରାର୍ଥୀ କରିଥିଲା । ଏମିତିକି ରୋହିତ ରେଢାଖୋଲରେ କର୍ମୀ ସମ୍ମିଳନୀ କରି ନିଜ ତାକତ ଦେଖାଇସାରିଛନ୍ତି। କିନ୍ତୁ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପାଇଥିବା ସମ୍ବଲପୁର ବିଧାନସଭା ଆସନକୁ ନେଇ ନାଖୁସ ଥିଲେ। କିଛି ଦିନର ନୀରବତା ପରେ ଦଳ ପ୍ରସନ୍ନ ଓ ରୋହିତଙ୍କ ମଧ୍ୟରେ ଆସନ ଅଦଳ ବଦଳ କରିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe