Advertisment

ଓଡ଼ିଶା ଇତିହାସରେ ପ୍ରଥମ, କ'ଣ ଏହି ଛାୟା କ୍ୟାବିନେଟ ?

ବିଜେଡିର ଛାୟା କ୍ୟାବିନେଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

author-image
Manoj Swain

ବିଜେଡିର 50 ଜଣିଆ ତାଲିକାରେ ବିଭିନ୍ନ ନେତାଙ୍କୁ ବିଭାଗ ବଣ୍ଟନ ପରେ ଏବେ ସମସ୍ତଙ୍କ ମୁହଁରେ ସମାନ ପ୍ରଶ୍ନ, ଏମାନେ କରିବେ କଣ ? ସତରେ କଣ ଗଠନମୂଳକ ଭାବରେ ବିରୋଧ କରିବେ ନା ଏହା ପଛରେ ରହିଛି କିଛି ଭିନ୍ନ ଉଦ୍ଦେଶ୍ୟ। ଏହି ତାଲିକା କଣ କେବଳ ବିଧାନସଭା ଅଧିବେସନ ପାଇଁ ନା ସବୁ ସମୟ ପାଇଁ ? ଦେଖନ୍ତୁ ଏହାକୁ ନେଇ କଣ କହୁଛନ୍ତି ରାଜନୈତିକ ସମୀକ୍ଷକ।

Advertisment
Odisha BjD