Advertisment

ଅଜଣା ଚାନ୍ଦାରେ ବିଜେଡି ୧ ନମ୍ବର

ଆଞ୍ଚଳିକ ଦଳ ଭିତରେ ଇଲେକଟୋରାଲ ବଣ୍ଡ ଚାନ୍ଦାରେ ବିଜେଡି ୧ ନମ୍ବର । ୨୦୧୭ରୁ ୨୦୨୨ ଭିତରେ ବିଜେଡିକୁ ବଣ୍ଡ ମାଧ୍ୟମରେ ମିଳିଛି ୬୨୨ କୋଟି । ଇଲେକଟୋରାଲ ବଣ୍ଡରେ ୨୪ଟି ଆଞ୍ଚଳିକ ଦଳରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଅର୍ଥାତ୍ ୮୯.୮୧ ପ୍ରତିଶତ ଚାନ୍ଦା ବଣ୍ଡ ଆକାରରେ ମିଳିଛି।

Advertisment

୨୦୧୮ ପରେ ଇଲେକଟୋରାଲ ବଣ୍ଡ ଆସିବା ପରେ ରାଜନୈତିକ ଦଳଗୁଡ଼ିକୁ ବଣ୍ଡରେ କିଏ ଚାନ୍ଦା ଦେଲେ ତାହା ସର୍ବସାଧାରଣରେ ପ୍ରକାଶ ପାଉନାହିଁ। ଆଉ ଏହାର ସୁବିଧା ନେବାରେ ଦେଶର ୨୪ଟି ଆଞ୍ଚଳିକ ଦଳ ଭିତରେ ଆଗରେ ରହିଛି ବିଜୁ ଜନତା ଦଳ ବା ବିଜେଡି। ଏଡିଆର ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟରେ ୭ଟି ଜାତୀୟ ଦଳ ଓ ୨୪ଟି ଆଞ୍ଚଳିକ ଦଳର ଚାନ୍ଦାକୁ ନେଇ ତୁଳନା କଲାବେଳେ ଏହି ତଥ୍ୟ ପଦାକୁ ଆସିଛି। ଇଲେକଟୋରାଲ ବଣ୍ଡରେ ୨୪ଟି ଆଞ୍ଚଳିକ ଦଳରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଅର୍ଥାତ୍ ୮୯.୮୧ ପ୍ରତିଶତ ଚାନ୍ଦା ବଣ୍ଡ ଆକାରରେ ମିଳିଛି।

Advertisment
Naveen Patnaik ADR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe