ପଶ୍ଚିମକୁ ଫୋକସ୍, ଭାସିଯିବନି ତ ଉପକୂଳ ? | Odisha Reporter
ବିଜେଡି ଫୋକସରେ ଏବେ ପୁରା ପଶ୍ଚିମ ଓଡ଼ିଶା । ଦଳର ମୁଖିଆ ଲଢୁଛନ୍ତି କଣ୍ଟାବାଞ୍ଜିରୁ, ଆଉ ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଛନ୍ତି ସମ୍ବଲପୁର ଲୋକସଭା ଆସନରୁ । ଏଥିରୁ ଜଣାପଡୁଛି ଦଳ କେତେ ଗୁରୁତ୍ବ ଦେଉଛି ପଶ୍ଚିମ ଓଡ଼ିଶାକୁ । ଏପରିକି ଦଳ ଟିକିଏ ବି ରିସ୍କ ନେବାକୁ ଚାହୁଁନି ପଶ୍ଚିମ ଓଡିଶାରେ । ପ୍ରଥମେ ଦଳ ନିଷ୍ପତ୍ତି ନେଲା ଯେ ପ୍ରସନ୍ନ ଆଚାର୍ଯ୍ୟ ଲଢିବେ ସମ୍ବଲପୁରରୁ । ଏହାପରେ ପ୍ରସନ୍ନ ବାବୁ ସିଧାସଳଖ ମନା କରିଦେଲେ ଏହି ଆସନ ପାଇଁ। ପ୍ରସନ୍ନଙ୍କ ଅସନ୍ତୋଷ ଦେଖି ଶେଷରେ ଦଳ ତାଙ୍କ ଆସନ ବଦଳାଇବାକୁ ରେଢାଖୋଲରୁ ପ୍ରାର୍ଥୀ କରିବାକୁ ବାଧ୍ୟ ହେଲା । ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us