ମାଫିଆର ଅଣ୍ଟା ଭାଙ୍ଗିଦେବ ବିଜେପି ! | PM Modi targets BJD | Election 2024 | Mafia | Odisha Reporter
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
ମାଫିଆର ଅଣ୍ଟା ଭାଙ୍ଗିଦେବ ବିଜେପି ! | PM Modi targets BJD | Election 2024 | Mafia | Odisha Reporter
ବିଜେଡି ଓଡ଼ିଶାକୁ ଦେଇଛି ଲ୍ୟାଣ୍ଡ, ସ୍ୟାଣ୍ଡ ଓ କୋଇଲା ମାଫିଆ। ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି ବିଜେଡି ନେତା। ଓଡ଼ିଶାରେ ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବଜା କରି ବସିଛନ୍ତି। ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏହି ମାଫିଆର ଅଣ୍ଟା ଭଙ୍ଗାଯିବ। କଟକ ନିର୍ବାଚନୀ ସଭାରେ ବିଜେଡିର ମାଫିଆରାଜର ଗୁମର ଖୋଲି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)