Advertisment

ମାଫିଆର ଅଣ୍ଟା ଭାଙ୍ଗିଦେବ ବିଜେପି !

'ଓଡ଼ିଶାରେ ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବଜା କରି ବସିଛନ୍ତି। ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏହି ମାଫିଆର ଅଣ୍ଟା ଭଙ୍ଗାଯିବ।'

Advertisment

ବିଜେଡି ଓଡ଼ିଶାକୁ ଦେଇଛି ଲ୍ୟାଣ୍ଡ, ସ୍ୟାଣ୍ଡ ଓ କୋଇଲା ମାଫିଆ। ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି ବିଜେଡି ନେତା। ଓଡ଼ିଶାରେ ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବଜା କରି ବସିଛନ୍ତି। ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏହି ମାଫିଆର ଅଣ୍ଟା ଭଙ୍ଗାଯିବ। କଟକ ନିର୍ବାଚନୀ ସଭାରେ ବିଜେଡିର ମାଫିଆରାଜର ଗୁମର ଖୋଲି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe