Advertisment

ଶିକ୍ଷକ ସଂଘ ଦୁଇଫାଳ, ମଜା ଦେଖିଲେ ସରକାର

ଶିକ୍ଷକ ସଂଘ ଦୁଇ ଫାଳ, ମଜା ଦେଖିଲେ ସରକାର। ପୁଣି ଲଲିପପ୍ ଧରାଇ ଦେଲେ କି ସରକାର। ଶିକ୍ଷକ ସଂଘକୁ ଭଣ୍ଡେଇ ଦେବେ ନାହିଁ ତ? ଦାବି ନେଇ ସହୃଦୟତାର ସହିତ ନିରୀକ୍ଷଣ କରାଯିବ। ଏହାପରେ ଆଗାମୀ ଦିନରେ ଯଥାଯୋଗ୍ୟ ବିଧିବଦ୍ଧ ପଦକ୍ଷେପ ନିଆଯିବ। ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଏହି ନିର୍ଦ୍ଦେଶ ଦେଇଛି। ସରକାରଙ୍କ ରାୟକୁ ନେଇ ଶିକ୍ଷକ ସଂଘରେ ଫାଟ।

author-image
Debendra Prusty

Odisha BjD Naveen Patnaik Odisha Education Odisha Teacher