Advertisment

ଝୋଟ ବ୍ୟାଗ୍ ଖର୍ଚ୍ଚ ୨୪୭ କୋଟି !

ନିର୍ବାଚନ ପୂର୍ବରୁ ଗତ ବିଜେଡି ସରକାର ବାଣ୍ଟିିଥିଲେ ଶହ ଶହ କୋଟିର ଝୋଟ ବ୍ୟାଗ ।

author-image
Manoj Swain

ଗତ ନିର୍ବାଚନ ପୂର୍ବରୁ ତତ୍‌କାଳୀନ ବିଜେଡି ସରକାର ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଝୋଟ ବ୍ୟାଗ୍‌ ବାଣ୍ଟିଥିଲେ। ଏହା ବାବଦକୁ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୨୯୭ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଏହି ପରିବାରଗୁଡ଼ିକୁ ୧ ହଜାର ଟଙ୍କା ବଣ୍ଟନ କରାଯାଇଥିବା ବେଳେ ଏଥିପାଇଁ ଖର୍ଚ୍ଚ ହୋଇଛି ୯୫୯ କୋଟି ୫ ଲକ୍ଷ ୨୬ ହଜାର ଟଙ୍କା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD