'ଟଙ୍କା ଲଗାଇଥିଲା ବିଜେଡି'

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଲେ, ଛତିଶଗଡ଼ରେ ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି।

Manoj Swain
  • Published: Monday, 04 December 2023
  • Updated: 04 December 2023, 12:18 PM IST

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଲେ, ଛତିଶଗଡ଼ରେ ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି। ବିଜେଡି ନେତା ଓ ମନ୍ତ୍ରୀ ପ୍ରାଣପଣେ ଚେଷ୍ଟା କରିଥିଲେ। ଗତ ନିର୍ବାଚନରେ ବି ଟଙ୍କା ଲଗାଇଥିଲା ବିଜେଡି। ୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos