ବିଜେଡି ଟଙ୍କା ଲଗାଇଲା ତଥାପି ବିଜେପି ଜିତିଲା | Odisha Reporter
Advertisment
ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଲେ, ଛତିଶଗଡ଼ରେ ବିଜେପିକୁ ହରାଇବାକୁ ଟଙ୍କା ଲଗାଇଥିଲା ବିଜେଡି। ବିଜେଡି ନେତା ଓ ମନ୍ତ୍ରୀ ପ୍ରାଣପଣେ ଚେଷ୍ଟା କରିଥିଲେ। ଗତ ନିର୍ବାଚନରେ ବି ଟଙ୍କା ଲଗାଇଥିଲା ବିଜେଡି। ୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us