ଏକା ରହିଗଲେ ତୁଷାର ! | BJD has not giving ticket to Minister Tusharkanti Behera | Odisha Reporter
ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଟିକଟ ପାଇଲେଣି। ପୁରୀ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକଟ ଘୋଷଣା କରିସାରିଲାଣି। ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇ ପ୍ରଚାର ଜୋରଦାର କରୁଛନ୍ତି। ହେଲେ ଏକମାତ୍ର ମନ୍ତ୍ରୀ ଟିକଟ ଅପେକ୍ଷାରେ ରହିଛନ୍ତି ସେ ହେଉଛନ୍ତି ତୁଷାରକାନ୍ତି ବେହେରା। କାକଟପୁର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଏହି ଯୁବ ମନ୍ତ୍ରୀ ଏବେ ଦ୍ୱନ୍ଦ୍ୱରେ। ଯଦି ସବୁକିଛି ଠିକଠାକ ଅଛି ତେବେ ଟିକଟ ଘୋଷଣା ହେଉନି କାହିଁକି ? ଯଦି କେଁ ଅଛି ତାହେଲେ ବିକଳ୍ପ ଖୋଜୁଛି କି ଦଳ ? ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us