ବିଜେଡିର ମାଗଣା ବିଜୁଳି ନେଇ ତାତିଲେଣି ଲୋକେ

ବିଜେଡି ଇସ୍ତାହାରରେ ମାଗଣା ଓ ରିହାତିଯୁକ୍ତ ବିଜୁଳି ନେଇ ଚର୍ଚ୍ଚା ।

Manoj Swain
  • Published: Wednesday, 15 May 2024
  • Updated: 15 May 2024, 04:45 PM IST

Sports

Latest News

ବିଜେଡି ଘୋଷଣା କରିଛି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ମାଗଣାରେ ବିଜୁଳି ମିଳିବ। କିନ୍ତୁ ବିଜେଡି ସରକାରର ଏହି ଘୋଷଣା ପରେ ଗାଁ ଗଣ୍ଡାରେ ଉଠିଲାଣି ପ୍ରଶ୍ନ। ଆଜି ବି ଏମିତି ଅନେକ ଅପହଞ୍ଚ ଇଲାକା ଅଛି, ଯେଉଁଠି ବିଜୁଳି ତ ଦୂରର କଥା, ସୂର୍ଯ୍ୟକିରଣ ବି ପଡେନି। ସନ୍ଧ୍ୟା ହେଲେ ଘୋଟି ଆସେ କିଟକିଟ୍ ଅନ୍ଧାର। ବିପଦ ସଙ୍କୁଳ ଅବସ୍ଥାରେ ଦିନ କାଟନ୍ତି ଉପାନ୍ତ ଅଞ୍ଚଳର ଲୋକେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos