ହଠାତ୍ ନୁହେଁ ଆସ୍ତେ ଆସ୍ତେ ଚଢିବ ପଏଜନ୍ ନିଶା। ସବୁକିଛି ଯେମିତି ପୂର୍ବ ନିର୍ଦ୍ଧାରିତ ଥାଏ। ଆଗେ ଦଳୀୟ ପଦବୀରୁ ବିଦା ପରେ ଏତଲା। ଶେଷରେ ଜନବିରୋଧୀର ଆଖ୍ୟା ଦେଇ ଦଳରୁ ବିଦା।