Advertisment

ଭଦ୍ରକରେ ବିଦ୍ରୋହ, ଦି’ ଫାଳ ବିଜେଡି!

ଆଉ ମାସ କେଇଟା ପରେ ସରଗରମ ହେବ ରାଜ୍ୟ ରାଜନୀତି। କାରଣ ୨୦୨୪ ନିର୍ବାଚନରେ ଉଠିବ ପଡ଼ିବ ରାଜ୍ୟରେ ୧୪୭ ବିଧାନସଭା ନିର୍ବାଚନୀମଣ୍ଡଳୀର ସମସ୍ତ ବ୍ଲକ ଓ ଗାଁ ଗଣ୍ଡା। ଏହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ରଣନୀତି। ହେଲେ ଏବେ ବିଜେଡି ପାଇଁ ଅଡୁଆ ହୋଇପାରନ୍ତି ଅସନ୍ତୁଷ୍ଟ। କାରଣ ଗୋଟିଏ ପରେ ଗୋଟିଏ ସ୍ଥାନରୁ ଏବେ ବିଜେଡି କନ୍ଦଳ ସାମ୍ନାକୁ ଆସିଛି। ଏହା ମଧ୍ୟରେ ପ୍ରଥମ ଥର ପାଇଁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ବିଜେଡିର ବିଦ୍ରୋହ।

BjD Odisha Bjp Odisha Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe