Advertisment

ବିଜେଡିରେ ବିଭୀଷଣ କିଏ ?

ବିଜେଡିରେ ଯଦି ସବୁ ଠିକଠାକ ତେବେ କାହିଁକି ସମସ୍ତେ କହି ହେଉଛନ୍ତି ଆମେ ଏକାଠି ଅଛୁ। ଦଳ ଭିତରେ ଫାଟ ଥିବା ନେଇ କାହିଁକି ଏ ଗୁଞ୍ଜରଣ ?

author-image
Manoj Swain

ଭୁବନେଶ୍ବର ବିଜେଡିରେ ସବୁ କିଛି ଠିକ୍ ଚାଲିଛି ତ ? ଯଦି ସବୁ ଠିକଠାକ ତେବେ କାହିଁକି ସମସ୍ତେ କହି ହେଉଛନ୍ତି ଆମେ ଏକାଠି ଅଛୁ। ଦଳ ଭିତରେ ଫାଟ ଥିବା ନେଇ କାହିଁକି ଏ ଗୁଞ୍ଜରଣ ? ଏଭଳି ଗୁଞ୍ଜରଣ କରୁଛି କିଏ ? କେଉଁଠୁ ଆସୁଛି ବିବାଦର ବାସ୍ନା ? ଦଳକୁ ଭାଗ ଭାଗ କରୁଛି କିଏ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar BjD