କିଏ ବିଭୀଷଣ, ଭାଙ୍ଗୁଛି ବିଜେଡି ଗଡ଼ ? || BMC BJD Corporators || Bhubaneswar || Odisha Reporter
Advertisment
ଭୁବନେଶ୍ବର ବିଜେଡିରେ ସବୁ କିଛି ଠିକ୍ ଚାଲିଛି ତ ? ଯଦି ସବୁ ଠିକଠାକ ତେବେ କାହିଁକି ସମସ୍ତେ କହି ହେଉଛନ୍ତି ଆମେ ଏକାଠି ଅଛୁ। ଦଳ ଭିତରେ ଫାଟ ଥିବା ନେଇ କାହିଁକି ଏ ଗୁଞ୍ଜରଣ ? ଏଭଳି ଗୁଞ୍ଜରଣ କରୁଛି କିଏ ? କେଉଁଠୁ ଆସୁଛି ବିବାଦର ବାସ୍ନା ? ଦଳକୁ ଭାଗ ଭାଗ କରୁଛି କିଏ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us