ମା\'ଙ୍କ ରାଲି କରି ମୁଖିଆଙ୍କୁ ଜଣାହେଲା ଏଠି ପୂରା ଗଡ଼ବଡ଼ |Odisha Reporter
ପଦାରେ ପଡ଼ିଲା ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ। ତେବେ ଭୁବନେଶ୍ବରରେ ରହିଥିବା ସରକାର ଜାଣନ୍ତୁ ଯେ, ବାଲେଶ୍ବରରେ ସବୁ କିଛି ଠିକ୍ ନାହିଁ, ପୂରା ଗଡ଼ବଡ଼ । ଚର୍ଚ୍ଚା ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କ ଟିକେଟ୍ କାଟିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଏହା ବଡ଼ ଯୋଜନା ! ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଭଳି ମା’ଙ୍କ ବିଶାଳ ରାଲି ପଛରେ କିଏ ? ବାଲେଶ୍ୱର ସଦର ବିଧାୟକ ଏବଂ ପୂର୍ବତନ ସାଂସଦଙ୍କ ମଧ୍ୟରେ କନ୍ଦଳ ଜଳଜଳ ହୋଇ ଦେଖା ଯାଉଛି ! ପାଣ୍ଡିଆନଙ୍କ ସଭା ପୂର୍ବରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଲାଗୁଛି ଆଉ ଥମିବନି । ତେବେ ଥାନାରେ ଅଭିଯୋଗ ପରେ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ ଚାଲିଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
