Advertisment

ବାଲେଶ୍ୱର ବିଧାୟକ ଏବଂ ପୂର୍ବତନ ସାଂସଦଙ୍କ ମଧ୍ୟରେ କନ୍ଦଳ ଜଳଜଳ ହୋଇ ଦେଖା ଯାଉଛି !

ପଦାରେ ପଡ଼ିଲା ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ। ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କ ବିରୋଧରେ ନାରାବାଜି କରିଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥନରେ ଶତାଧିକ ମହିଳା କର୍ମୀ।

ଅଦ୍ୟତନ ହୋଇଛି
Advertisment

ପଦାରେ ପଡ଼ିଲା ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ। ତେବେ ଭୁବନେଶ୍ବରରେ ରହିଥିବା ସରକାର ଜାଣନ୍ତୁ ଯେ, ବାଲେଶ୍ବରରେ ସବୁ କିଛି ଠିକ୍ ନାହିଁ, ପୂରା ଗଡ଼ବଡ଼ । ଚର୍ଚ୍ଚା ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସଙ୍କ ଟିକେଟ୍ କାଟିବା ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଏହା ବଡ଼ ଯୋଜନା ! ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଭଳି ମା’ଙ୍କ ବିଶାଳ ରାଲି ପଛରେ କିଏ ? ବାଲେଶ୍ୱର ସଦର ବିଧାୟକ ଏବଂ ପୂର୍ବତନ ସାଂସଦଙ୍କ ମଧ୍ୟରେ କନ୍ଦଳ ଜଳଜଳ ହୋଇ ଦେଖା ଯାଉଛି ! ପାଣ୍ଡିଆନଙ୍କ ସଭା ପୂର୍ବରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଲାଗୁଛି ଆଉ ଥମିବନି । ତେବେ ଥାନାରେ ଅଭିଯୋଗ ପରେ ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ ଚାଲିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe