ଦିଲ୍ଲୀ ଯିବା କଥା ଶୁଣି ବିଜେଡି ଛାନିଆ, ଦୁର୍ନୀତି ପଦାରେ ପଡ଼ିଯିବାର ଭୟ ଘାରିଛ: ବିଜେପି

ଧାମନଗରର ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ସତକୁ ସାମ୍ନା ନ କରି ମିଛର ପ୍ରହେଳିକା ତିଆରି କରୁଛି ।

Suraj

ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ (ଫାଇଲ ଫଟୋ)

Ordigital Desk
  • Published: Thursday, 12 October 2023
  • Updated: 12 October 2023, 10:24 PM IST

Sports

Latest News

ବିଜେପି ବିଧାୟକମାନେ ଦିଲ୍ଲୀ ଯିବା କଥା ଶୁଣିବା ପରଠୁ ବିଜେଡି ନେତାମାନେ ଭୟଭୀତ ହୋଇପଡ଼ିଛନ୍ତି । କାଳିଆ ଯୋଜନା, ଲକ୍ଷ୍ମୀ, ପିଠା ଭଳି ଅନ୍ୟ ଯୋଜନାରେ ଦୁର୍ନୀତି ପଦାରେ ପଡ଼ିଯିବାର ଭୟ ବିଜେଡିକୁ ଘାରିଛି । ସେଥିପାଇଁ ଦିଲ୍ଲୀରେ ରହି ମନ୍ତବ୍ୟ ଦେଉଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଖିରୁ ନୀଳ ଚଷମା କାଢ଼ି ଓଡ଼ିଶାର ଅବ୍ୟବସ୍ଥିତ ବାସ୍ତବ ଚିତ୍ରକୁ ପରଖନ୍ତୁ ବୋଲି ବିଜେପି କହିଛି ।

ଧାମନଗରର ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ସତକୁ ସାମ୍ନା ନ କରି ମିଛର ପ୍ରହେଳିକା ତିଆରି କରୁଛି । ବିଜେଡିର ବିଭ୍ରାନ୍ତିକର ମନ୍ତବ୍ୟ ଲୋକଙ୍କୁ ବୋକା ବନାଇ ପାରିବ ନାହିଁ । ବିଜେପି ବିଧାୟକ ଦିଲ୍ଲୀ ଯିବା କଥାରେ ବିଜେଡି ନେତା ଭୟ କରିଗଲେ କି? କାଳିଆ ଯୋଜନା, ଲକ୍ଷ୍ମୀ, ପିଠା ଭଳି ଅନ୍ୟ ଯୋଜନାରେ ଦୁର୍ନୀତି ପଦାରେ ପଡିଯିବାର ଭୟ ବିଜେଡିକୁ ଘାରିଛି କି? ଗତକାଲି ଜାତୀୟ ରାଜପଥ ପ୍ରକଳ୍ପ ନେଇ ବିଜେପି ପକ୍ଷରୁ ବିସ୍ତୁତ ତଥ୍ୟ ଦେଇ ପ୍ରଶ୍ନ କରାଯିବା ପରେ ମଧ୍ୟ ବିଜେଡି ତାହାର ଉତ୍ତର ରଖୁନାହିଁ । ବିଜେଡି ମୁଖପାତ୍ର ଓଡ଼ିଶାରେ କମ୍ ରହିବା କାରଣରୁ ସେ ରାଜ୍ୟରେ ମୋଦି ସରକାରଙ୍କ କାର୍ଯ୍ୟକୁ ଦେଖିପାରୁନାହାନ୍ତି । ସେ ନିଜେ ସଂସଦର ସଦସ୍ୟ ଅଛନ୍ତି । ନିଜ ସାଂସଦ ମାନଙ୍କୁ ନେଇ ଆମର କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଦେଖା କରନ୍ତୁ, ତେବେ ଯାଇ ଓଡ଼ିଶାରେ କେଉଁ କାର୍ଯ୍ୟ କମ୍ ହୋଇଛି, ତାହାର ଉତ୍ତର ଜାଣିଯିବେ । ତାଙ୍କ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ୧୦ରୁ ୮ ନମ୍ବର ଦେଇଥିଲେ । ଦିଲ୍ଲୀରେ ଥିବା କାରଣରୁ ଶ୍ରୀ ପାତ୍ର ହୁଏତ ଏ ସବୁ ବିଷୟରେ ଅଜ୍ଞ ଅଛନ୍ତି । ସଂସଦରେ ବି ବିଜେଡି ବିଧାୟକମାନେ ମୋଦି ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ସମୟରେ ହୁଏତ ସସ୍ମିତ ପାତ୍ର ଶୋଇପଡ଼ିଥିଲା ଭଲି ଲାଗୁଛି ବୋଲି ସୂର୍ଯ୍ୟବଂଶୀ କଟାକ୍ଷ କରିଛନ୍ତି ।

ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳିଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳିମାନଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଂଟି ଦେଉଥିବାବେଳେ ଓଡିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ୍ ଦେଉଛନ୍ତି । ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି । ୨୦୧୩ରେ ବରଗଡ଼ ସୋହେଲାରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ପୂରଣ କଲେ ଭଲ ହୁଅନ୍ତା । ଆଜି କଟନୀ ଛଟନୀ କରି ମୋଦି ବଢାଇଥିବା ଏମଏସପିକୁ କିଏ ଚକ୍ରାନ୍ତ କରି ଚାଷୀଙ୍କୁ ସେମାନଙ୍କ ଉତ୍ପାଦକୁ କମରେ ବିକିବା ପାଇଁ କିଏ ବାଧ୍ୟ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।

Also Read

ମୋଦି ପଠାଇଥିବା ଘରକୁ ଆବଂଟନ କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଥିବାବେଳେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାକୁ କିଛି ଘର ଦିଆଯାଇ ନାହିଁ । । ସସ୍ମିତ ପାତ୍ର ଏ ସବୁ ବୁଝିକି ଉତ୍ତର ଦେଇଥିଲେ ଭଲ ହୋଇଥାନ୍ତା । ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟର ଗ୍ରାମାଂଚଳରେ ୮.୫୯ ଲକ୍ଷ ହିତାଧିକାରୀ ଗୃହ ପାଇବାରୁ ବଂଚିତ ହୋଇଥିବା ସ୍ପଷ୍ଟ ହୋଇଛି । ପିଏମ ଆବାସରେ ୧ ହଜାର କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା କେନ୍ଦ୍ର ରିପୋର୍ଟ ଦେଇଛି । ଏହା ସତ ନା ମିଛ ବିଜେଡି ସ୍ପଷ୍ଟ କରୁ ବୋଲି ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଂଟି ଦେଉଥିବାବେଳେ ଓଡିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ୍ ଦେଉଛନ୍ତି । ଏହାଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି । ୨୦୧୩ରେ ବରଗଡ଼ ସୋହେଲାରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ପୂରଣ କଲେ ଭଲ ହୁଅନ୍ତା । ଆଜି କଟନୀ ଛଟନୀ କରି ମୋଦି ବଢାଇଥିବା ଏମଏସପିକୁ କିଏ ଚକ୍ରାନ୍ତ କରି ଚାଷୀଙ୍କୁ ସେମାନଙ୍କ ଉତ୍ପାଦକୁ କମରେ ବିକିବା ପାଇଁ କିଏ ବାଧ୍ୟ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।

ମୋଦି ପଠାଇଥିବା ଘରକୁ ଆବଂଟନ କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଥିବାବେଳେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାକୁ କିଛି ଘର ଦିଆଯାଇ ନାହିଁ । । ସସ୍ମିତ ପାତ୍ର ଏ ସବୁ ବୁଝିକି ଉତ୍ତର ଦେଇଥିଲେ ଭଲ ହୋଇଥାନ୍ତା । ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ରାଜ୍ୟର ଗ୍ରାମାଂଚଳରେ ୮.୫୯ ଲକ୍ଷ ହିତାଧିକାରୀ ଗୃହ ପାଇବାରୁ ବଂଚିତ ହୋଇଥିବା ସ୍ପଷ୍ଟ ହୋଇଛି । ପିଏମ ଆବାସରେ ୧ ହଜାର କୋଟି ଟଙ୍କାର ମହାଦୁର୍ନୀତି ହୋଇଥିବା କେନ୍ଦ୍ର ରିପୋର୍ଟ ଦେଇଛି । ଏହା ସତ ନା ମିଛ ବିଜେଡି ସ୍ପଷ୍ଟ କରୁ ବୋଲି ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story