ବାବୁଙ୍କୁ କଥା କହିଲେ, ବିଜେଡିକୁ ବଥା ହେଉଛି | Odisha Reporter
ବଲାଙ୍ଗିରରେ ବିଜେଡି ନେତାଙ୍କ ଉଛୁଳା ବାବୁ ପ୍ରେମ। ଲାଗୁଛି ଯେମିତି ‘ତୁମେ ବାବୁଙ୍କୁ ଗାଳିଦେଲେ ଆମେ କଣ ଛାଡ଼ିଦେବୁ’। ସେଥିପାଇଁ ବାବୁଙ୍କ ସୁରକ୍ଷା ଲାଗି ବିଜେଡିର ଢାଲ ଯୋଜନା। ସାଲୁଜା, ସଙ୍ଗୀତା, କେଭି ବର୍ଷିଲେ ବାବୁଙ୍କ ଉପରେ। କାଉଣ୍ଟର କରିବାକୁ ବାହାରି ପଡ଼ିଲେ ବାବୁ ସରୋଜ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
