Advertisment

ଶଙ୍ଖ ରେଡ଼ି, ପଦ୍ମ ରେଡ଼ି, କ’ଣ କରୁଛି ହାତ?

ବିଧାନସଭା ନିର୍ବାଚନ ନେଇ ବିଜେପି ଓ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମନମୋହନ ସାମଲ ବିଜେପିର ମଙ୍ଗ ସମ୍ଭାଳୁଛନ୍ତି। ସଭାପତି ଭାବରେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ନିଜେ ଶୋଇବେ ନାହିଁ କି ବିଜେଡିକୁ ଶୁଆଇ ଦେବେ ନାହିଁ ବୋଲି ନାରା ଦେଇସାରିଛନ୍ତି।

author-image
Manoj Swain

ବିଧାନସଭା ନିର୍ବାଚନ ନେଇ ବିଜେପି ଓ ବିଜେଡି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମନମୋହନ ସାମଲ ବିଜେପିର ମଙ୍ଗ ସମ୍ଭାଳୁଛନ୍ତି। ସଭାପତି ଭାବରେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ନିଜେ ଶୋଇବେ ନାହିଁ କି ବିଜେଡିକୁ ଶୁଆଇ ଦେବେ ନାହିଁ ବୋଲି ନାରା ଦେଇସାରିଛନ୍ତି। ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବିଜେପି କର୍ମୀମାନଙ୍କୁ ଗୁଳି ଖାଇ, ଜେଲ ଯାଇ ଲଢ଼େଇ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇସାରିଛନ୍ତି।

Advertisment
Bjp BjD Congress Odisha Politics