Advertisment

ଚର୍ଚ୍ଚା ସତ ହୋଇନି, ବିଜେଡି କଲା ପ୍ରେସମିଟ୍

ଗଞ୍ଜାମ ବିଜେଡି ଏକ ପ୍ରେସମିଟ୍ କରି ବିଜେପି ଓ ପ୍ରଦୀପଙ୍କୁ ଟାର୍ଗେଟ୍ କରିଛି । ବିଜେଡି ଆଗୁଆ ପ୍ରଶ୍ନ କରିଛି ଯେ, ଯେଉଁ ବିଜେପି ପ୍ରଦୀପଙ୍କୁ ଜଣେ ଭ୍ରଷ୍ଟାଚାରୀ ବୋଲି କହୁଥିଲା ସେ କେମିତି ତାଙ୍କୁ କୋଳେଇବ ?

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଛି ଯେ ପ୍ରଦୀପ ଶୀଘ୍ର ଫୁଲ ଧରିବେ ବୋଲି। ହେଲେ ଏଯାଏଁ ନା ପ୍ରଦୀପଙ୍କ ତରଫରୁ ନା ବିଜେପି ତରଫରୁ ତାହା ସ୍ପଷ୍ଟ କରାଯାଇ ନାହିଁ । ପ୍ରଦୀପ ଯୋଗଦିଅନ୍ତୁ ବା ନ ଦିଅନ୍ତୁ ଗଞ୍ଜାମ ବିଜେଡି ଏକ ପ୍ରେସମିଟ୍ କରି ବିଜେପି ଓ ପ୍ରଦୀପଙ୍କୁ ଟାର୍ଗେଟ୍ କରିଛି । ଆଗୁଆ ଦଳ ପ୍ରଶ୍ନ କରିଛି ଯେ, ଯେଉଁ ବିଜେପି ପ୍ରଦୀପଙ୍କୁ ଜଣେ ଭ୍ରଷ୍ଟାଚାରୀ ବୋଲି କହୁଥିଲା ସେ କେମିତି ତାଙ୍କୁ କୋଳେଇବ ?

Advertisment
BjD Bjp Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe