Advertisment

ନବୀନଙ୍କୁ ବୁଦ୍ଧି ଦେଖାଇଲେ ଅମର !

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ବିଜେଡି ନେତାଙ୍କୁ ଦାୟିତ୍ୱ ବଣ୍ଟନ ନେଇ ବିସ୍ଫୋରକ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ।

Advertisment

ଛାୟା କ୍ୟାବିନେଟକୁ ତାଚ୍ଛଲ୍ୟ କଲେ ବିଜେଡି ନେତା । ନବୀନଙ୍କ ଛାୟା ସରକାରଙ୍କୁ ନେଇ ପେଞ୍ଚ ମାରିଲେ ଅମର । କହିଲେ, ଆଗରୁ ଏଭଳି କରିଥିଲେ, ହୁଏତ ଆଜି ବିରୋଧି ସିଟରେ ନଥାଆନ୍ତୁ । ପୂର୍ବରୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ କରିବାର ଥିଲା । ନିଷ୍ପତ୍ତିକୁ ସ୍ୱାଗତ କଲେ, ପଦୁଟେ କହି ଚେତାଇ ଦେଲେ । ବିଜେପି କହିଲା, ଅସ୍ଥିତ୍ଵ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe