Advertisment

କେମିତି ଏତେ କମ ଟଙ୍କାରେ ବବି କରିଦେଲ ସୁଡଙ୍ଗ ଘର ?

ପ୍ରଣବ ପ୍ରକାଶ ଦାସ ନିକଟରେ ବିଜେଡିରୁ ସମ୍ବଲପୁର ସାଂସଦ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କଲାବେଳେ ତାଙ୍କର ଗତ 5 ବର୍ଷର ଆୟ ମାତ୍ର 11 ଲକ୍ଷ 28 ହଜାର ଟଙ୍କା ବୋଲି ଦର୍ଶାଇଥିଲେ।

author-image
Manoj Swain

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସରକାରୀ କ୍ବାର୍ଟର୍ସରୁ ଅନଧିକୃତ ଭାବେ ଷ୍ଟିଲଫ୍ରେମଯୁକ୍ତ ଅଧିକ ଦୁଇଟି ବିଳାସପୂର୍ଣ୍ଣ ଘର ଭାଙ୍ଗିବା ଘଟଣା ଏବେ ପଦାକୁ ଆସିବା ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସବୁ କାମ ପାଇଁ କିଏ ଟଙ୍କା ଦେଇଥିଲା ଆଲୋଚନା ଆରମ୍ଭ ହୋଇଛି। ପ୍ରଣବ ପ୍ରକାଶ ଦାସ ନିକଟରେ ବିଜେଡିରୁ ସମ୍ବଲପୁର ସାଂସଦ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କଲାବେଳେ ତାଙ୍କର ଗତ 5 ବର୍ଷର ଆୟ ମାତ୍ର 11 ଲକ୍ଷ 28 ହଜାର ଟଙ୍କା ବୋଲି ଦର୍ଶାଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Pranab Prakash Das Odisha