ଗଞ୍ଜାମ ବିଜେଡିରେ ବଡ ଗଡବଡ !

ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପଦ୍ମ ଧରିଛନ୍ତି ।

Manoj Swain
  • Published: Wednesday, 27 March 2024
  • Updated: 27 March 2024, 11:56 AM IST

ବିଜେଡି ଛାଡି ବିଜେପିରେ ମିଶୁଛନ୍ତି ଗଞ୍ଜାମ ନେତା । ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପଦ୍ମ ଧରିଛନ୍ତି । ଦିଗପହଣ୍ଡିର ବିଜେଡି ବିଦ୍ରୋହୀ ବିପିନ ପ୍ରଧାନ ଆଗରୁ ମିଶିଛନ୍ତି । ଖଲ୍ଲିକୋଟ ବିଜେଡି ଏବେ ବି ଦୁଇ ଫାଳ । ଅନେକ ବିଦ୍ରୋହୀ ଏବଂ ଆଶାୟୀ ନେତା ବିଜେପି ଯୋଗାଯୋଗରେ ଅଛନ୍ତି। କ'ଣ ହେବ ଗଞ୍ଜାମ ସମୀକରଣ ତାକୁ ନେଇ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos