ଗଞ୍ଜାମ ବିଜେଡିରେ ବଡ ଗଡବଡ !

  • Published: Wednesday, 27 March 2024
  • , Updated: 27 March 2024, 11:56 AM IST

ବିଜେଡି ଛାଡି ବିଜେପିରେ ମିଶୁଛନ୍ତି ଗଞ୍ଜାମ ନେତା । ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପଦ୍ମ ଧରିଛନ୍ତି । ଦିଗପହଣ୍ଡିର ବିଜେଡି ବିଦ୍ରୋହୀ ବିପିନ ପ୍ରଧାନ ଆଗରୁ ମିଶିଛନ୍ତି । ଖଲ୍ଲିକୋଟ ବିଜେଡି ଏବେ ବି ଦୁଇ ଫାଳ । ଅନେକ ବିଦ୍ରୋହୀ ଏବଂ ଆଶାୟୀ ନେତା ବିଜେପି ଯୋଗାଯୋଗରେ ଅଛନ୍ତି। କ'ଣ ହେବ ଗଞ୍ଜାମ ସମୀକରଣ ତାକୁ ନେଇ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

Related story