Advertisment

ଫୁଲୁଛି ବିଜେପି, ଭାଙ୍ଗୁଛି ବିଜେଡି, ଚାହିଁଛି କଂଗ୍ରେସ

ବିଜେପିରେ ସାମିଲ ହୋଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ୍ ପଲେଇ।

author-image
Manoj Swain

ବିଜେପିରେ ସାମିଲ ହୋଇଛନ୍ତି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏବଂ ଭଦ୍ରକର ପୂର୍ବତନ କଂଗ୍ରେସ ବିଧାୟକ ନରେନ୍ ପଲେଇ। ପ୍ରେମାନନ୍ଦ ବାବୁ ନବୀନ ସରକାରରେ ମନ୍ତ୍ରୀ ଥିଲେ, ସେହିପରି ରାଜେନ୍ଦ୍ର ଦାସ ଥିଲେ ଧାମନଗରର ପୂର୍ବତନ ବିଧାୟକ ଏବଂ ନରେନ ପଲେଇ ଭଦ୍ରକର ପୂର୍ବତନ ବିଧାୟକ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Congress Odisha