ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ଦୁଇ ଜଣ ବିଜେଡି ନେତା। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ ଏମାନେ ପଦ୍ମ ଧରିଛନ୍ତି। ସେମାନେ ହେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାଏକ ଓ ବିଜେଡି ସମର୍ଥିତ କେନ୍ଦୁଝର ଜିଲ୍ଲା ଓକିଲ ସଂଘର ସଭାପତି ଆଲୋକ ମହାନ୍ତ।
ଲୋକଙ୍କୁ ସେବା ଯୋଗାଇ ଦେବାକୁ ବିଜେପିରେ ମିଶିଥିବା କହିଛନ୍ତି ରୀନା ନାଏକ। ଜିଲ୍ଲା ଓକିଲ ସଂଘର ସଭାପତି ଆଲୋକ ମହାନ୍ତ କହିଛନ୍ତି, ବିଜେଡିରେ ତାଙ୍କୁ ସବୁବେଳେ ଅବହେଳା କରାଯାଇଛି। ବିଜେଡିରେ ଚାଲିଥିବା ଏକଛତ୍ରବାଦରେ ଅତିଷ୍ଠ ହୋଇ ସେ ମୁଖ୍ୟମନ୍ତ୍ରୀ, ବିଜେପି ଜିଲ୍ଲା ସଭାପତି ଓ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୋଲି କହିଛନ୍ତି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମାତ୍ର ୧୪୦ ଖଣ୍ଡ ଭୋଟ ପାଇଲେ ଏଜାଜ ଖାନ, ନୋଟା ଠାରୁ ୬ ଗୁଣ କମ
ସୋଶାଲ ମିଡିଆରେ ତାଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦ ଲକ୍ଷରୁ ଅଧିକ। ହେଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସେ ୧୫୦ଟି ଭୋଟ ମଧ୍ୟ ପାଇବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କ ନାଟରୁ ନୋଟାକୁ ଅଧିକ ଭୋଟ ମିଳିଛି।
Politics
ପଛରେ ବାବା ସିଦ୍ଦିକିଙ୍କ ପୁଅ, ଆଗରେ ଉଦ୍ଧବଙ୍କ ପୁତୁରା
ଜୀଶାନ ଠିକ ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ସେ ୨୦୧୯ରେ କଂଗ୍ରେସ ଟିକେଟରୁ ବାନ୍ଦ୍ରା ଇଷ୍ଟ ଆସନରୁ ଜିତିଥିଲେ।
Politics
୭୬ ହଜାର ଖଣ୍ଡ ଭୋଟରେ ହାରିଲେ ନବାବ ମଲିକ
ସମାଜବାଦୀ ପାର୍ଟିର ଅବୁ ଅସିମ ଆଜମିଙ୍କ ଠାରୁ ପରାସ୍ତ ହୋଇଛନ୍ତି ନବାବ ମଲିକ।
Politics
ଆଗରେ ଥିବା ସ୍ୱାମୀ ପଛରେ ପଡ଼ିବାରୁ EVMକୁ ଟାର୍ଗେଟ କଲେ ସ୍ୱରା ଭାସ୍କର
ଶରଦ ପାୱାରଙ୍କ ଏନସିପିରୁ ପ୍ରାର୍ଥୀ ହୋଇଥିବା ଫହାଦଙ୍କ ବିରୋଧରେ ଅଜିତ ପାୱାରଙ୍କ ଏନସିପିରୁ ସାନା ମଲିକ ଲଢ଼ୁଛନ୍ତି।
Politics
କର୍ଣ୍ଣାଟକାରେ କଂଗ୍ରେସର କ୍ଲିନସୁଇପ୍ , ହାରିଲେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ
୩ ଆସନ ମଧ୍ୟରୁ ଦୁଇଟିରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ବସବରାଜ ବୋମାଇଙ୍କ ପୁଅ ଲଢ଼ୁଥିଲେ। କିନ୍ତୁ ଉଭୟଙ୍କୁ ପରାସ୍ତ ହେବାକୁ ପଡ଼ିଛି।