ଚକା ଆଖି ସବୁ ଦେଖୁଛି ନରସିଂହଙ୍କ ଘରେ କଳିକେଶ| Odisha Reporter
ରାଜନୀତିରେ ରୋଚକ ଦୃଶ୍ୟ। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କ ଘରେ ମହାପ୍ରସାଦ ଦେଲେ ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ। ରବିବାର ଦିନ ବଲାଙ୍ଗିର ସହରରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। କୀର୍ତ୍ତନ ଦଳ ସହ ବିଜେଡି ନେତା ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ପହଞ୍ଚିଥିଲେ ନରସିଂହ ମିଶ୍ରଙ୍କ ଘରେ। ସାଙ୍ଗରେ ଆଣିଥିବା ମହାପ୍ରସାଦକୁ ସେ ନରସିଂହ ମିଶ୍ରଙ୍କ ଧର୍ମପତ୍ନୀଙ୍କୁ ଦେବା ସହ ତାଙ୍କ ଆଶୀର୍ବାଦ ନେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
