Advertisment

ସର୍ବ ସମ୍ମୁଖରେ ମହିଳାଙ୍କୁ ମାଡ଼ ମାରିବାକୁ ପୁରୁଷ କର୍ମୀଙ୍କୁ ନିର୍ଦ୍ଦେଶ ଦେଲେ ଲତିକା ପ୍ରଧାନ !

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ଲତିକା ପ୍ରଧାନ।

author-image
Manoj Swain

ହିଂସ୍ର ହେଲେ ଶାସକ ବିଜେଡିର ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନ ! ୫ ବର୍ଷର ହିସାବ ମାଗିବାରୁ ସର୍ବ ସମ୍ମୁଖରେ ମହିଳାଙ୍କୁ ଖୋଲା ଧମକ ଦେଲେ! ଉଠାଇ ନେଇ ମାଡ଼ ମାରିବାକୁ ପୁରୁଷ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଲତିକାଙ୍କ ପୁରୁଷ ସମର୍ଥକମାନେ ଗାଁର ମହିଳାଙ୍କୁ ଠେଲାପେଲା ଓ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ ଆସିଛି ଏପରି ଅଭିଯୋଗ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Ganjam