Advertisment

ବିଜେଡିରେ ଖୁସିନାହାନ୍ତି କି ପ୍ରଦୀପ ?

ସୋଶାଲ ମିଡିଆର ଭାଇରାଲ ହେଉଥିବା କୋରାପୁଟର ଛୋଟ ଝିଅ କଥାକୁ ନେଇ ଚାଲିଛି ଚର୍ଚ୍ଚା । ଅଞ୍ଚଳର ସମସ୍ୟାକୁ ଭିନ୍ନ ଢଙ୍ଗରେ ବଖାଣୁଥିବା ଏହି କୁନି ଝିଅକୁ ବେଶ ପ୍ରଶଂସା ବି କରାଯାଉଛି।

author-image
Manoj Swain

ସୋଶାଲ ମିଡିଆର ଭାଇରାଲ ହେଉଥିବା କୋରାପୁଟର ଛୋଟ ଝିଅ କଥାକୁ ନେଇ ଚାଲିଛି ଚର୍ଚ୍ଚା । ଅଞ୍ଚଳର ସମସ୍ୟାକୁ କୃଷିମନ୍ତ୍ରୀଙ୍କ ସାମ୍ନାରେ ଭିନ୍ନ ଢଙ୍ଗରେ ବଖାଣୁଥିବା ଏହି କୁନି ଝିଅକୁ ବେଶ ପ୍ରଶଂସା ବି କରାଯାଉଛି। ହେଲେ ଉପସ୍ଥିତ ଅତିଥି ଯେଉଁ ଭଳି ଭାବରେ ହାଲୁକା ଢଙ୍ଗରେ ପୁରା ଘଟଣାକୁ ନେଲେ ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment
Odisha BjD