ବିଜେଡିରେ ଖୁସିନାହାନ୍ତି କି ପ୍ରଦୀପ? | Whether Pradeep Majhi unhappy in BJD | Odisha Reporter
Advertisment
ସୋଶାଲ ମିଡିଆର ଭାଇରାଲ ହେଉଥିବା କୋରାପୁଟର ଛୋଟ ଝିଅ କଥାକୁ ନେଇ ଚାଲିଛି ଚର୍ଚ୍ଚା । ଅଞ୍ଚଳର ସମସ୍ୟାକୁ କୃଷିମନ୍ତ୍ରୀଙ୍କ ସାମ୍ନାରେ ଭିନ୍ନ ଢଙ୍ଗରେ ବଖାଣୁଥିବା ଏହି କୁନି ଝିଅକୁ ବେଶ ପ୍ରଶଂସା ବି କରାଯାଉଛି। ହେଲେ ଉପସ୍ଥିତ ଅତିଥି ଯେଉଁ ଭଳି ଭାବରେ ହାଲୁକା ଢଙ୍ଗରେ ପୁରା ଘଟଣାକୁ ନେଲେ ତାକୁ ନେଇ ଉଠିଛି ପ୍ରଶ୍ନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us