ହତାସ୍ ବବି ଦାସ....! || Pranab Prakash Das || BJD || Bhubaneswar || Odisha Reporter
ପୂର୍ବରୁ ବବିଙ୍କ ବିରୋଧରେ କହିଲେ, ମାଡ଼ି ଆସିଥିଲେ ବିଜୁ ଜନତା ଦଳର ନେତା-କର୍ମୀ। କିନ୍ତୁ ଏବେ ସେ ପୂରା ଏକୁଟିଆ ଭଳି ଲାଗୁଛନ୍ତି। ଏହାରି ଭିତରେ ପ୍ରଶ୍ନ ଉଠୁଛି, ବିଜେଡିରେ ଅଛନ୍ତି ତ ବବି ? ଦଳରେ ପୂର୍ବ ଭଳି ତାଙ୍କର ପତିଆର ରହିଛି ତ ? ବିଜେଡିରେ କେଉଁ ପଦବୀରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ? ବବିଙ୍କ ପାଇଁ ମୁହଁ ଖୋଲିବାକୁ ଭୟ କରୁଛନ୍ତି ନେତା ? ବର୍ତ୍ତମାନ ବିଜୁ ଜନତା ଦଳରେ କେଉଁ ପଦବୀ ଅଛନ୍ତି ବବି ? ଦଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
