Advertisment

ବିଜେଡିରେ ପୂର୍ବ ଭଳି ବବିଙ୍କର ପତିଆର ରହିଛି ତ ?

ବବିଙ୍କ ପାଇଁ ମୁହଁ ଖୋଲିବାକୁ ଭୟ କରୁଛନ୍ତି ନେତା ? ବର୍ତ୍ତମାନ ବିଜୁ ଜନତା ଦଳରେ କେଉଁ ପଦବୀ ଅଛନ୍ତି ବବି ?

Advertisment

ପୂର୍ବରୁ ବବିଙ୍କ ବିରୋଧରେ କହିଲେ, ମାଡ଼ି ଆସିଥିଲେ ବିଜୁ ଜନତା ଦଳର ନେତା-କର୍ମୀ। କିନ୍ତୁ ଏବେ ସେ ପୂରା ଏକୁଟିଆ ଭଳି ଲାଗୁଛନ୍ତି। ଏହାରି ଭିତରେ ପ୍ରଶ୍ନ ଉଠୁଛି, ବିଜେଡିରେ ଅଛନ୍ତି ତ ବବି ? ଦଳରେ ପୂର୍ବ ଭଳି ତାଙ୍କର ପତିଆର ରହିଛି ତ ? ବିଜେଡିରେ କେଉଁ ପଦବୀରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ? ବବିଙ୍କ ପାଇଁ ମୁହଁ ଖୋଲିବାକୁ ଭୟ କରୁଛନ୍ତି ନେତା ? ବର୍ତ୍ତମାନ ବିଜୁ ଜନତା ଦଳରେ କେଉଁ ପଦବୀ ଅଛନ୍ତି ବବି ? ଦଖନ୍ତୁ ପୂରା ରିପୋର୍ଟ । 

Advertisment
Odisha BjD Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe