ରାଜ୍ୟ ସରକାରଙ୍କ ଆଚରଣ ମୋତେ ବିସ୍ମିତ କରିଛି ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ଆଗାମୀ ଦିନରେ ଯେପରି ତ୍ରୁଟି ନ ରହେ, ତାହାର ଉତ୍ତର ଦାୟିତ୍ୱ ରାଜ୍ୟ ସରକାର କରିବା ଦରକାର ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଝାରଖଣ୍ଡରେ ସିଟ ଶେୟାରି ଫର୍ମୁଲା ଚୂଡ଼ାନ୍ତ କଲା ଇଣ୍ଡିଆ ବ୍ଲକ: ୩ ଆସନରେ ବନ୍ଧୁତାପୂର୍ଣ୍ଣ ଲଢ଼େଇ
ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ୬ଟି ଓ ବାମ ଦଳକୁ ନିର୍ସା, ସିନ୍ଦ୍ରି ଓ ବାଗୋଦର ଆସନ ମିଳିଛି।
Politics
'ଆତଙ୍କବାଦୀ ଆକ୍ରମଣ ପଛରେ ରହିଛି ଷଡ଼ଯନ୍ତ୍ର', ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନିନ୍ଦା କଲା ବିଜେପି
ଜମ୍ମୁ-କାଶ୍ମୀରରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଛନ୍ତି ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା। ରାଜ୍ୟରେ ନୂଆ ସରକାରକୁ ବଦନାମ କରିବାକୁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ।
Politics
ପ୍ରଚାର ଖର୍ଚ୍ଚକୁ ଲୁଚାଇଛି କି ବିଜେଡି ?
ବିଜେଡି 2024 ନିର୍ବାଚନ ବେଳେ ସୋଶାଲ ମିଡିଆରେ ପ୍ରଚାର ଖର୍ଚ୍ଚକୁ ଲୁଚାଇଛି କି ?
Politics
ସିଧା ରାଜାରୁ ପ୍ରଜା ହେଲେ ନବୀନ !
ନିର୍ବାଚନର ପ୍ରାୟ 5 ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ କମାଇ ଦିଆଯାଇଛି।
Politics
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା
ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।