ରାଜ୍ୟ ସରକାରଙ୍କ ଆଚରଣ ମୋତେ ବିସ୍ମିତ କରିଛି ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା। ନବୀନ ପଟ୍ଟନାୟକଙ୍କ ସୁରକ୍ଷାରେ ଆଗାମୀ ଦିନରେ ଯେପରି ତ୍ରୁଟି ନ ରହେ, ତାହାର ଉତ୍ତର ଦାୟିତ୍ୱ ରାଜ୍ୟ ସରକାର କରିବା ଦରକାର ବୋଲି ସେ କହିଛନ୍ତି।